OKX Wallet Now Integrated with Zerion, a Web3OKX Wallet Now Integrated with Zerion, a Web3
Gold Rate Today Gold And Silver Price In On 11 November 2023 Diwali Gold Silver Price Today Latest News UpdateGold Rate Today Gold And Silver Price In On 11 November 2023 Diwali Gold Silver Price Today Latest News Update
Gold and Silver price today (11th November 2023): ସୁନା ଦରରେ ଆସିଲା କିଛିଟା ପରିବର୍ତ୍ତନ । ଆପଣ ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।  ଗତକାଲି ଅପେକ୍ଷା ଆଜି ସୁନାଦର ପରିବର୍ତ୍ତନ ହୋଇଛି କି ନାହିଁ…
Gold and Silver price today (11th November 2023): ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି  ୫୫, ୯୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୦୮୦ ଟଙ୍କା ହୋଇଛି ।
Gold and Silver price today (11th November 2023): ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି  ୫୫, ୯୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୦୮୦ ଟଙ୍କା ହୋଇଛି ।
Gold and Silver price today (11th November 2023):  ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫, ୯୯୦ ଟଙ୍କା ଓ ୬୧,୦୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୧୪୦ ଟଙ୍କା ଓ ୬୧,୨୪୦ ଟଙ୍କା ରହିଛି ।
Gold and Silver price today (11th November 2023) : ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୪୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧୫୭୦ ଟଙ୍କା ଥିବା ରେକର୍ଡ ହୋଇଛି ।
Gold and Silver price today (11th November 2023):  ପୂର୍ବ ଭାରତର ପ୍ରମୁଖ ସହର କଲିକତାରେ ଯଥାକ୍ରମେ ୫୬, ୯୯୦ ଟଙ୍କା ଓ ୬୧,୦୮୦ ଟଙ୍କା ରହିଛି। ସେହିପରି ଭୁବନେଶ୍ବରରେ ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି 74000 ଟଙ୍କା ରହିଛି ।
Gold and Silver price today (11th November 2023):  କେମିତି ଜାଣିବେ ସୁନାର ମୂଲ୍ୟ ?ମିସ କଲ କରି ଜାଣିପାରିବେ ସୁନାରୂପା ଦର-୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣ ଦର ଜାଣିପାରିବେ। ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।  ( gold silver price today on mcx us inflation data dollar index comex rate check more details )

Gold and Silver price today (11th November 2023): କେିମିତି ଜାଣିବେ ସୁନା ଶୁ୍ଦ୍ଧତା ?ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
Top Videos

  • ପାଟିରୁ ଛାଡୁନି ମନୁ ଭାଇଙ୍କ ଚା’; ଗୁଆ ଘିଅ ଚା’ ପାଇଁ ଦୋକାନରେ ଲୋକ ଖଚାଖଚ ଭିଡ଼
  • Published by: Sujit Swain

    First published: November 11, 2023, 08:37 IST


    Source link

    About the Author: Editorial team of BIPNs

    Main team of content of bipns.com. Any type of content should be approved by us.

    Share your opinion. And leave a reply within the comments from below.

    All Crypto Coins here »