Gold and Silver price today (13th November 2023):ଦୀପାବଳି ପରେ ଜାରି ହେଲା ନୂଆ ଦର । ସୁନା ରୂପା ଦରରେ ନୂଆ ପରିବର୍ତ୍ତନ। ଜାଣନ୍ତୁ ୧୦ ଗ୍ରାମ ସୁନାର ମୂଲ୍ୟ କେତେ…
Gold and Silver price today (13th November 2023): ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୧୮୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୨୪୦ ଟଙ୍କା ହୋଇଛି ।
Gold and Silver price today (13th November 2023):ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୫୪୦ ଟଙ୍କା ଟଙ୍କା ଓ ୬୦,୫୯୦ ଟଙ୍କା ହୋଇଛି।ଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୭୫୦ ଟଙ୍କା ହୋଇଛି ।
Gold and Silver price today (13th November 2023): ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୫୪୦ଟଙ୍କା ଓ ୬୧,୫୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୫,୬୯୦ ଟଙ୍କା ଓ ୬୦,୭୪୦ ଟଙ୍କା ରହିଛି ।
Gold and Silver price today (13th November 2023): ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧,୦୮୦ ଟଙ୍କା ଥିବା ରେକର୍ଡ ହୋଇଛି ।
Gold and Silver price today (13th November 2023):ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୫୪୦ ଟଙ୍କା ଓ ୬୦,୫୯୦ ଟଙ୍କା ରହିଛି।
Gold and Silver price today (13th November 2023): ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୦୦୦ଟଙ୍କା ରହିଛି।
Gold and Silver price today (13th November 2023): ଏକ ମିସ୍ କଲ ଦେଇ ସର୍ବଶେଷ ସୁନା ମୂଲ୍ୟ ଜାଣନ୍ତୁ- ୨୨ ଏବଂ ୧୮ କ୍ୟାରେଟ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ ଆପଣ ୮୯୫୫୬୬୪୪୩୩ରେ ଏକ ମିସ୍ କଲ ଦେଇପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
Source link